****    ଓଡ଼ିଆ ମୋ ଭାଷା   ****

Say It proudly...

Join Us on Facebook

Ads Here

Saturday, November 12, 2016

ବାପା ଙ୍କ ସହିଦ ହେବା ଖବର ଶୁଣି ମଧ୍ୟ ପରୀକ୍ଷା ଦେବାକୁ ପହଁଚିଲେ ଏହି ଝିଅ ! ହୃଦୟ ରୁ ଏହି ଝିଅ କୁ ସଲାମ !


ଏହି କିଛି ଦିନ ପୂର୍ବ ରୁ ଉରୀ ଆତଙ୍କବାଦୀ ଆକ୍ରମଣ ରେ ସହିଦ ହୋଇଥିବା ସୁନୀଲ କୁମାର ଙ୍କ ଝିଅ ଭାରତ ଆଗରେ ଗୋଟେ ଉଦାହରଣ ପାଲଟିଛନ୍ତି ! ଏହି ଝିଅ ଟି ପାଠ ପଢା କୁ ମହତ୍ୱ ଦେଇ ଘରେ ଶୋକାକୁଳ ପରିସ୍ଥିତି ରେ ମଧ୍ୟ ପରୀକ୍ଷା ଦେବାକୁ ପହଁଚିଲେ !



ଏହି ଘଟଣା ରେ ସେହି ସ୍କୂଲ ର ପ୍ରିନସିପାଲ ବି ଆଶ୍ଚର୍ଯ୍ୟ ହେଇଗଲେ ! DAV ସ୍କୂଲ ରେ ପଢ଼ୁଥିବା ସୁନୀଲ ଙ୍କ ୩ ଝିଅ ଆରତୀ , ଆଂସୂ ଏବଂ ଆଂଶିକା ପରୀକ୍ଷା ଦେବାକୁ ପହଂଚିଗଲେ ! ସ୍କୂଲ ମେନେଜମେଣ୍ଟ ଭି ତାଙ୍କର  ଧର୍ଯ୍ୟ ର ପ୍ରଶଂସା କରିଛନ୍ତି !

ଉରୀ ଆକ୍ରମଣ ରେ ଭାରତ ରେ ୧୮ ଯବାନ ସହିଦ ହେଇଥିଲେ ! ଏହା କୁହାଯାଉଛି କି ପାକିସ୍ତାନ ରୁ ଆସିଥିବା ଜେସ-ଏ-ମହମ୍ମଦ ର ଆତଙ୍କବାଦି ବ୍ରିଗଡ ହେଡକ୍ୱାଟର ଉପରେ ଆକ୍ରମଣ କରିଥିଲେ ଯାହା ଫଳ ରେ ଏହି ଆକ୍ରମଣ ପଛରେ ପାକିସ୍ତାନ ର ହାତ ଥିବା ର ସନ୍ଦେହ କରାଗଲା !


ନିୟୁଜ଼ ଏଜେନ୍ସି ମୁତାବକ ଆକ୍ରମଣ ରେ ମିଳିଥିବା ଆତଙ୍କବାଦୀ ଙ୍କ ହତିଆର ପାକିସ୍ତାନ ଦ୍ଵାରା ଜାରି ହୋଇଥିବା କୁହାଯାଇଛି !





No comments:

Post a Comment