****    ଓଡ଼ିଆ ମୋ ଭାଷା   ****

Say It proudly...

Join Us on Facebook

Ads Here

Monday, November 7, 2016

ଓଡିଶା ର ୩ ବର୍ଷ ର ବିସ୍ମୟ ବାଳକ ଯିଏ ୧ମିନିଟ ୪୦ ସେକେଣ୍ଡ ରେ ୬୦ ଟି କାର (Car) ବ୍ରାଣ୍ଡ ନାମ କହିଦିଅନ୍ତି

ଓଡିଶା ର ୩ ବର୍ଷ ର ବିସ୍ମୟ ବାଳକ ଯିଏ ୧ମିନିଟ ୪୦ ସେକେଣ୍ଡ ରେ ୬୦ ଟି କାର ବ୍ରାଣ୍ଡ ନାମ କହିଦିଅନ୍ତି  !


ଓଡିଶା କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡା ର ସାଇ ଅନିସ ପଟ୍ଟନାୟକ ( ଜନ୍ମ ଜୁଲାଇ ୪ , ୨୦୧୩ )  , ଏହି ୩ ବର୍ଷୀୟ ବିସ୍ମୟ ବାଳକ ବହୁତ କମ ବୟସ ରେ ନୂତନ ରାଷ୍ଟ୍ରୀୟ ରେକର୍ଡ ସୃଷ୍ଟି କରିଛନ୍ତି ! ସେ ୧ମିନିଟ ୪୦ ସେକେଣ୍ଡ ରେ ୬୦ ଟି କାର (CAR ) ବ୍ରାଣ୍ଡ ନାମ କହିଦିଅନ୍ତି ! 


ତାଙ୍କ ବାପା ସରୋଜ କୁମାର ପଟ୍ଟନାୟକ ଙ୍କ କହିବା ଅନୁସାରେ ଆନିସ ୨.୫ ବର୍ଷ ରୁ ହିଁ  CAR ପ୍ରତି ତାଙ୍କର ଉଦବେଗ ରହିଥିଲା ! ସେତେବେଳୁ ହିଁ ସେ ୪୦ କିସମ ର Car  ବ୍ରାଣ୍ଡ ମନେ ରଖିଥିଲେ !  



 ଓଡ଼ିଆ ମୋ ଭାଷା ପରିବାର ଅନିସ  ର ମଙ୍ଗଳମୟ ଭବିଷ୍ୟତ କାମନା କରୁଛି  ଜୟ ଜଗନ୍ନାଥ 




No comments:

Post a Comment